ବାଲିଗୁଡା ଠାରେ ବିଜେପି ନେତ୍ରୀ ଙ୍କୁ ମାଡ ଅଭିଯୋଗ, ଏହି ଅଭିଯୋଗ ଟି ଗୁରବାର ସଂନ୍ଧ୍ୟା 5ଘଣ୍କିକା ସମୟରେ ଦିଆଯଇଛି, ସୁଚନା ମୁତାବକ ଏହି ନେତ୍ରି ତାଙ୍କ ପରିବାର ର ସ୍ୱାମୀ ଙ୍କ ବଡ ଭାଇଙ୍କ ପରିବାର ସହ ଜମି ବିବାଦ ଲାଗି ରହିଥିଲା, ପୁର୍ବରୁ ବାଲିଗୁଡା ଥାନା ନେତ୍ରୀ ଜଣକ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ନେତ୍ରୀ ଙ୍କ ଅଭିଯୋଗ ଅନୁସାରେ ଥାନା ପକ୍ଷରୁ କୈଣସି କାଯ୍ୟାନୁଷ୍ଠା ଗ୍ରହଣ କଲେ ନାହିଁ, ଯାହାର ପାଇଁ ଆଜି ନେତ୍ରୀ ଙ୍କୁ ମାଡ ମରାଯାଇଛି, ଖାଲି ମାଡ ନୁହେଁ ତାଙ୍କ ପ୍ରାଇଭେଟ ପାର୍ଟ ଙ୍କୁ ମଧ୍ୟ ଛଡା ଯାଇନି ଲାତ ମରାଯାଇଛି, ପୁରା ଶରୀର କୁ ଆଘାତ କର