ସୁକିନ୍ଦା: ରଙ୍ଗାହୁଡ଼ି ଗ୍ରାମରେ ପୋଡ଼ି ହୋଇ ଶିଶୁ କନ୍ୟା ଗୁରୁତର
Sukinda, Jajpur | Oct 21, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗାହୁଡ଼ି ଗ୍ରାମରେ ଜଣେ ଶିଶୁ କନ୍ୟା ପୋଡ଼ି ହୋଇ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗାହୁଡ଼ି ଗ୍ରାମରେ ଜଣେ ଶିଶୁ କନ୍ୟା ପୋଡ଼ି ହୋଇ ଗୁରୁତର ହୋଇଯାଇଥିଲେ ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ମଙ୍ଗଳବାର ରାତି 9 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।