ବୋଲଗଡ: ଗେଡ଼ିଆପଲ୍ଲୀ ଗ୍ରାମପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ
ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡ଼ିଆପଲ୍ଲୀ ଗ୍ରାମପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ। କାର୍ଯ୍ୟକ୍ରମରେ ବୋଲଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ହୁଲ୍ଲାସ ପ୍ରଧାନ,ଗୋଷ୍ଠି ଉନୟନ ଅଧିକାରୀ ସୁମନ ସୁଦ୍ଧା କୁଣ୍ଡୁ,ତହସିଲଦାର ବିଜୟ କୁମାର ସେଠୀଙ୍କ ସମେତ ବୋଲଗଡ଼ ବ୍ଲକର ସମସ୍ତ କତୃପକ୍ଷ ଙ୍କ ସହ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କବିତା ମଞ୍ଜରୀ ତ୍ରିପାଠୀ,ସମିତି ସଭ୍ୟ ଶ୍ରୀ ରଞ୍ଜନ ପଣ୍ଡା ଏବଂ ଗେଡ଼ିଆପଲ୍ଲୀ ଗ୍ରାମପଞ୍ଚାୟତର ସମସ୍ତ ଛାମୁଆ ନେତୃବୃନ୍ଦ ଉପସ୍ଥିତ ଥିଲେ।