ଭଟଲି: ମୁରୁମକେଲ ହାଇସ୍କୁଲରେ ବ୍ଳକସ୍ତରୀୟ ଖୋଖୋ ଖେଳ ପ୍ରତିଯୋଗୀତା ଉଦଯାପିତ ଯୋଗଦେଲେ ଭଟଲି ବିଇଓ,
ମୁରୁମକେଲ ହାଇସ୍କୁଲରେ ବ୍ଳକସ୍ତରୀୟ ଖୋଖୋଖେଳ ପ୍ରତିଯୋଗୀତା ଉଦଯାପିତ ଯୋଗଦେଲେ ଭଟଲି ବିଇଓ, ଭଟଲି ବ୍ଳକ ମୁରୁମକେଲ ହାଇସ୍କୁଲରେ ବ୍ଳକ ସ୍ତରୀୟ ଖୋଖୋ ଖେଳ ପ୍ରତିଯୋଗିତା ଆଜି ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି।ଏଥିରେ ଭଡ଼ିଗାଁ କ୍ଲଷ୍ଟରରସିଆରସିସି ସୁଜିତ ନନ୍ଦ ଏହାର ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିବା ବେଳେଭଟଲି ବିଇଓ ଅମୃତା ସାହୁ ମୁଖ୍ୟ ଅତିଥି ଓ ଭଟଲି ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ମୁଖ୍ୟବକ୍ତାଭାବରେ ଯୋଗଦାନ କରି ଏହି ଖେଳ ବିଷୟରେ ଆଲୋକପାତ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।