ଜୟପୁର: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ନୁଆ ସାହି 4ର୍ଥ ଲାଇନରୁ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ
ଜଣେ ୫ ବର୍ଷ ନାବାଳିକାକୁ ବଳାତ୍କାର ଉଦ୍ୟମ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଜୟପୁର ହେଲା ନୁଆ ସାହି 4ର୍ଥ ଲାଇନ ର ଦେବ ନାୟକ । ଅଭିଯୁକ୍ତ ଜଣକ ଘର ଭିତରେ ପଶି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଜୟପୁର ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତ କୁ ଆଜି ଗିରଫ କରି ସଂନ୍ଧ୍ୟା 5ଟାରେ କରି କୋର୍ଟ ଚାଲାଣ କରିଥିବା ବିଷୟ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।