କୋରାପୁଟ ସହର: ଇପିଏଫ୍ ପେନସନ ସଂଘ କୋରାପୁଟ ଶାଖା ତରଫରୁ ବିଭିନ୍ନ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ। ସୂଚନା ଦେଲେ ସଧାରଣସମ୍ପାଦକ
କୋରାପୁଟ ସହର..ଆଜି ଦିନ ବାର ଟା ତିରିଶି ମିନିଟ ସମୟରେ ଇପିଏସ୍ ପେନ୍ସନର୍ମାନଙ୍କ ୪ ଦଫା ମୁଖ୍ୟ ଦାବି ନେଇ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଶର ପ୍ରାୟ ୮୨ ଲକ୍ଷ ଇପିଏସ୍–୯୫ ପେନ୍ସନର୍ ଓ ସେମାନଙ୍କ ପରିବାରଙ୍କ ଦୁର୍ଦ୍ଦଶା ନେଇ ଓଡ଼ିଶାର ସମସ୍ତ ତିରିଶିଟି ଜିଲ୍ଲାରେ ସଂଗଠନ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସ୍ମାରକପତ୍ରରେ ଇପିଏସ୍–୯୫ ପେନ୍ସନର୍ମାନଙ୍କ ପକ୍ଷରୁ ନିମ୍ନଲିଖିତ ଚାରିଟି ମୁଖ୍ୟ ଦାବି ଉପସ୍ଥାପିତ କରାଯାଇଛି— ନ୍ୟୁନତମ ପେନ୍ସନ ବୃଦ୍ଧି : ଦୀର୍ଘଦିନ ଧ