ବାଲିଆପାଳ ବ୍ଲକ୍ କୁମ୍ଭାରି ପଞ୍ଚାୟତର ତାପଣ୍ଡିଆ ଗ୍ରାମ ସ୍ଥିତ ପିଏମ୍ ଶ୍ରୀ 'କୁଞ୍ଜବିହାରୀ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ' ର ୭୫ତମ ବାର୍ଷିକ ଉତ୍ସବରେ ବସ୍ତା ବିଧାୟିକା ଯୋଗଦେଇଥିବା ଦେଖିବାକୁ ଆଜି ମିଳିଛି । ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନର ସ୍ପନ୍ଦନ ସଦୃଶ । ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ବିକାଶ କରିବା ବା ଭବିଷ୍ୟତ ଗଢ଼ି ତୋଳିବାରେ ଶିକ୍ଷକ ମାନଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ପିଲାମାନେ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବା ଉଚିତ୍ ବୋଲି ଏହି ଅବସରରେ ପରାମର୍ଶ ଦେବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କରିଥିଲେ