2022 ମସିହାରେ 10 ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୫,୦୦୦ ଟଙ୍କା ଜରିମାନା ସହିତ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି ପଦ୍ମପୁର ଅତିରିକ୍ତ ଜିଲ୍ଲା ଓ ସେସନ ଜର୍ଜ l ଏନେଇ ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ସୂଚନା ଦେଲା ବରଗଡ଼ ଜିଲ୍ଲା ପୋଲିସ ବିଭାଗ l ସୂଚନା ଅନୁଯାୟୀ 26 ଜୁନ 2022 ମସିହାରେ କେନ୍ଦୁମୁଡ଼ିଆ ଗ୍ରାମର ରାସ୍ତାରେ ଏକ 10 ବର୍ଷର ଶିଶୁ ଖେଳୁଥିବା ସମୟରେ ରାଷ୍ଟ୍ର ବାରିକ ନାମକ ବ୍ୟକ୍ତି ହଠାତ ଶିଶୁ ଟିକୁ ହତ୍ୟା କରିବା ଉଦ୍ଦେଶ୍ୟରେ କଂକ୍ରିଟ ରାସ୍ତା ଉପରେ ଦୁଇଥର କଚାଡି ଦେବାରୁ ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ