ବାଲିଗୁଡା: ଦଣ୍ଡପଦର ଠାରେ ଶ୍ୟାମାକାଳି ପୁଜା ର ତୣତିୟ ଦିନ ରେ ଯାତ୍ରା ପଡିଆ ଠାରେ ମହା ପୈରାଣିକ ନାଟକ ମଞ୍ଚସ୍ତ,
ଦଣ୍ଡପଦର ଠାରେ ଶ୍ୟାମାକାଳି ପୁଜା ର ତୣତିୟ ଦିନ ରେ ଯାତ୍ରା ପଡିଆ ଠାରେ ମହା ପୈରାଣିକ ନାଟକ ମଞ୍ଚସ୍ତ, ଏହି ମହାନ ପୈରାଣିକ ନାଟକ ଟି ସଂନ୍ଧ୍ୟା 7ଘଣ୍ଟିକ ସମୟରେ ଆରମ୍ଭ ହଇଯାଇଛି, ସଭପତି ଅବନୀ କାନ୍ତ ନାୟକ ଏବଂ ସମ୍ପାଦକ ଚିତ ରଞ୍ଜନ ନାୟକ ଙ୍କ ନେତୃତ୍ୱ ଏହି ଯାତ୍ରା ମଣ୍ଡପ ଠାରେ ଫୁଲବାଣୀ ଶଗୁଡିଆସାହିର କଳାକାର ମାନଙ୍କ ଦ୍ୱାରା ଏହି କାଯ୍ଯକ୍ରମ ଅନୁଷ୍ଠିତ ହଇଥିବା ନେଇ ସୁଚନା ମିଳିଛି