ସୋନପୁର: ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଅପରାଧିକ କାର୍ଯ୍ୟକଳାପ ଏହାକୁ ରୋକିବା ପାଇଁ ତରଭା ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଲେ ସରଗଜଅଞ୍ଚଳବାସୀ
Sonapur, Subarnapur (Sonepur) | Sep 11, 2025
ତରଭା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି, ଲୁଟପାଟ, ନିଶା କାରବାର ଭଳି ଅନେକ ଘଟଣା I ଏହି କ୍ରମରେ ସରଗଜ ଗ୍ରାମପଞ୍ଚାୟତ ମଧ୍ୟ...