ଏମ.ଭି ୭୯: ଏମଭି ୭୨ ଗ୍ରାମ ନିକଟସ୍ଥ କୁମ୍ଭାରସାହି ନିକଟରେ ଦୁର୍ଘଟଣାରେ ପୁଣି ଗଲା ଦୁଇ ଗାଇର ଜୀବନ, ଚିନ୍ତା ପ୍ରକଟ କଲେ ବୁଦ୍ଧଜୀବୀ
MV 79, Malkangiri | Jul 14, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମ ନିକଟରେ ଦ୍ରୁତ ଗତିରେ ଆସୁଥିବା ଭାରି ଯାନ ଧକ୍କାରେ ପୁଣି ଗଲା ଦୁଇ ଗାଇର...