ସୁକିନ୍ଦା: କାଦୁଅବନ୍ଦୀ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ମା' ଓ ଶିଶୁ ପୁତ୍ର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର
Sukinda, Jajpur | Aug 25, 2025
କାଦୁଅବନ୍ଦୀ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚଟକିପଶି ଗ୍ରାମର ନରେନ୍ଦ୍ର ମହାନ୍ତ ସ୍ତ୍ରୀ...