ଝାରସୁଗୁଡା: ଦଲକୀ ଗ୍ରାମପଞ୍ଚାୟତରେ ଡିଜିଟାଲ କ୍ରପ ସର୍ଭେ ଖରିଫ ଅନ୍ତର୍ଗତ ସର୍ଭେ ତଥ୍ୟ ର ଗୁଣବତ୍ତା ମୂଲ୍ୟାଙ୍କନ ପାଇଁ ଏକ ମିଳିତ ଯାଞ୍ଚ ଅଭିଯାନ
ଡିଜିଟାଲ କ୍ରପ ସର୍ଭେ ଖରିଫ ଅନ୍ତର୍ଗତ ସର୍ଭେ ତଥ୍ୟ ର ଗୁଣବତ୍ତା ମୂଲ୍ୟାଙ୍କନ ପାଇଁ ଏକ ମିଳିତ ଯାଞ୍ଚ ଅଭିଯାନ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ବ୍ଲକ ଦଲକୀ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳିତ ଯାଞ୍ଚ ଟିମ ରେ ଝାରସୁଗୁଡା ଚିଫ ଡ଼ିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର, ଦିଷ୍ଟ୍ରିକ୍ଟ ଲେଭେଲ ମାଷ୍ଟର ଟ୍ରେନର, ବ୍ଲକ ଲେଭେଲ ମାଷ୍ଟର ଟ୍ରେନର ଙ୍କ ସମେତ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହିଥିଲେ।ଡିଜିଟାଲ କ୍ରପ ସର୍ଭେ ଖରିଫ ଅନ୍ତର୍ଗତ ସର୍ଭେ ତଥ୍ୟ ର ଗୁଣବତ୍ତା ମୂଲ୍ୟାଙ୍କନ ପାଇଁ ଏକ ମିଳିତ ଟିମ ଯାଞ୍ଚ କରିଥିଲେ।