କଣ୍ଟାମାଳ: ବହିରା ପାକ୍ସ ପକ୍ଷରୁ ଖରିଫ ଧାନ କ୍ରୟ ମଣ୍ଡିକୁ ଶୁଭାରମ୍ଭ କଲେ କଣ୍ଟାମାଳ ବିଧାୟକ
ମଙ୍ଗଳବାର ବୌଦ୍ଧ ବ୍ଲକ ବହିରା ପlକ୍ସ ପକ୍ଷରୁ ଖରିଫ ଧାନ କ୍ରୟ ମଣ୍ଡି ଶୁଭାରମ୍ଭ ହୋଇ ଯାଇଛି l କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଫିତା କାଟି ଉଦଘାଟନ କରିଥିଲେ l ମୋହନ ମାଝୀଙ୍କ ସରକାର ଚାଷୀ ମାନଂକ ସରକାର ବୋଲି ବିଧାୟକ ଶ୍ରୀ ଡାଙ୍ଗ କହିଥିଲେ l ବହିରା ପlକ୍ସ ସଭାପତି ପୟୋଧର ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା |