Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବାଲେଶ୍ବର ମ୍ୟୁନିସିପାଲଟି: ସଇପୁର ଠାରେ ରେମୁଣା କଂଗ୍ରେସ ଦଳ ତରଫରୁ ଏକ ବୈଠକ ଅନୁଷ୍ଠିତ

Baleshwar M, Balasore | Oct 26, 2025
ଗୁଡ଼ ପଞ୍ଚାୟତର ସଇପୁର ଠାରେ ରେମୁଣା କଂଗ୍ରେସ ଦଳ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ବୈଠକରେ କଂଗ୍ରେସ ଦଳ କୁ ପ୍ରତି ୱାର୍ଡ ରେ ଡବଲ ଇଞ୍ଜିନ ସରକାର ର ବିଫଳତା ସମ୍ପର୍କରେ ଜନସାଧାରଣ କୁ ସଚେତନ କରିବା ସହ ଆମର ପ୍ରିୟ ନେତା ଜନନାୟକ ରାହୁଲ ଗାନ୍ଧୀ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ କର୍ମୀ ମାନଙଙ୍କୁ ଆହ୍ୱାନ ଦେଇଥିଲେ ପୂର୍ବତନ ବିଧାୟକ । ବୈଠକକୁ ରବିବାର ରାତ୍ର ୮ଘଟିକା ରେ ଶେଷ ହୋଇଥିଲା।

MORE NEWS