ଆଠମଲ୍ଲିକ: ଘରୁ ନାଗ ସାପ ଉଦ୍ଧାର.
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସାହଜ ବାହାଳୀ ଗ୍ରାମ ର ଯଂଜ୍ଞଶ୍ୱର ନାୟକ ଙ୍କ ଘରୁ ରବିବାର ଅପରାହ୍ନ 4 ଟା ରେ ଏକ
ନାଗ ସାପ ଉଦ୍ଧାର କରା ଯାଇଛି l ବାହାର ଅଞ୍ଚଳ ରୁ ଏକ ନାଗ ସାପ ଯଂଜ୍ଞ ଶ୍ଵର ଙ୍କ ଘର ଭିତରୁ କୁ ପଳାଇ ଆସିଥିଲା । ପରେ ସାପ କୁ ଯଂଜ୍ଞ ଶ୍ଵର ଦେଖି ଘଉଡାଇ ଥିବା ବେଳେ ନାଗ ସାପ କୁ ତାଙ୍କ ଘରୁ ଯାଇ ନଥିଲା l ପରେ ସାପ ଟି ବାହାରି ନଥିବା ବେଳେ ଯଂଜ୍ଞ ଶ୍ଵର ଭୟ ରେ ଘରୁ ବାହାର କୁ ପଳାଇ ଆସିଥିଲେ । ପରେ କିପରି ସୁରକ୍ଷିତ ଅବସ୍ଥା ରେ ସାପ ଟି ଉଦ୍ଧାର ହେବ ସେ ନେଇ ଯଂଜ୍ଞ ଶ୍ଵର ସାପ ଉଦ୍ଧାର କାରୀ ମାଧପୁର ଅଞ୍ଚଳ ର ସିଦ୍ଧେଶ୍ଵର ରଥ ଙ୍କୁ