କେନ୍ଦୁଝର ସହର: ଖୁଣ୍ଟା ଗ୍ରାମ ର ଜଙ୍ଗଲ ରେ ଅନାଧିକାର ପ୍ରବେଶ କରି ଜମି ଜବରଦଖଲ କରି ଥିବାରୁ ଅଧିକାରୀ ମାନଙ୍କର ପରିଦର୍ଶନ
Kendujhar Town, Kendujhar | Jul 23, 2025
ଘଟଗାଁ ର ଖୁଣ୍ଟା ଗ୍ରାମ ର ଜଙ୍ଗଲ ରେ ଜଣେ ବ୍ୟକ୍ତି ଅନାଧିକାର ପ୍ରବେଶ କରି ଜମି ଜବରଦଖଲ କରି ଥିବାରୁ, ଗ୍ରାମବାସୀ ଙ୍କ ତରଫ ରୁ ମୁଖ୍ୟମନ୍ତ୍ରୀ...