ବାଲିଗୁଡା: ବାଲିଗୁଡା SDPO ଙ୍କ ବାସଭବନ ଠାରେ ବନ୍ଧୁ ମିଳନ କାଯ୍ୟକ୍ରମ
ବାଲିଗୁଡା SDPO ଙ୍କ ବାସଭବନ ଠାରେ ବନ୍ଧୁ ମିଳନ କାଯ୍ୟକ୍ରମ ଅନୁଷ୍ଠିତ, ଏହି ବନ୍ଧୁମିଳନ କାଯ୍ୟକ୍ରମ ଟି ଶନିବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି, ବାଲିଗୁଡା SDPO ଯୁବ IPS ରମେନ୍ଦ୍ର ପ୍ରସାଦ ଉପସ୍ଥିତଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଏବଂ ବୁଦ୍ଦିଜୀବି ଉପସ୍ଥିତ ଥିଲେ, ଦିପାବଳି ଅବସରରେ ଏହି କାଯ୍ୟକ୍ରମ କରାଆଉଛି, ଏହି ଅବସରରେ SDPO କହିଛନ୍ତି ଦିପାବଳୀ ପର୍ବ ଆନନ୍ଦ ଉହ୍ଲାଶ ପାଳନ କରିବା ସହ ସରକାର ଙ୍କ ନିୟମ କୁ ମଧ୍ୟ ପାଳନ କରିବା ଆବଶ୍ଯକ ରହିଛି, ସେଥିପାଇଁ ବାଲିଗୁଡା ପୁଲିସ ପକ୍ଷରୁ ସୁରକ୍ଷା, ଏବଂ ଚେକିଂ ବ୍ୟବସ୍ଥା କୁ କଡାକଡି କରା