ଟିଟିଲାଗଡ: #janasamasya ଟିଟିଲାଗଡ ଜଗୁଆ ଗ୍ରାମ ପଞ୍ଚାୟତର ଭାଟିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀ ପାଇଁ ଅଛି ୪ ଟି ଶ୍ରେଣୀ ଗୃହ
Titlagarh, Balangir | Jul 30, 2025
ଟିଟିଲାଗଡ଼ ଜଗୁଆ ପଞ୍ଚାୟତ ଅନ୍ତର୍ଗତ ଭାଟିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଠଟି ଶ୍ରେଣୀ ପାଇଁ ଚାରିଟି କଠୋରି । ଟିଟିଲାଗଡ଼ - ଟିଟିଲାଗଡ଼...