ଜୁଜୁମୁରା: ଉଜ୍ବଳା ଗ୍ୟାସ ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳ ଠାରେ ଅଭିଯୋଗ କଲେ ଘେନୁପାଲି ଅଞ୍ଚଳବାସୀ
ଉଜ୍ବଳା ଗ୍ୟାସ ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳ ଠାରେ ଅଭିଯୋଗ କଲେ ଘେନୁପାଲି ଅଞ୍ଚଳବାସୀ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଘେନୁପାଲି ପଞ୍ଚାୟତ ଅଞ୍ଚଳରୁ ଭାରତ ସରକାରଙ୍କ ଉଜ୍ବଳା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଗ୍ୟାସ ଆତ୍ମସାତ ହୋଇଥିବା ନେଇ ସୋମବାର ସକାଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଭିଯୋଗ ଅନୁଯାୟୀ ଘେନୁପାଲି ଓ ବଡ଼ସାହିର ଅଞ୍ଚଳ ବାସୀ ଗୁଡେସିଂଗା ର ପଦ୍ମାଳୟା ଭାରତ ଗ୍ୟାସ ବିତରକ ଙ୍କୁ ଉଜ୍ବଳ ଯୋଜନାରେ ଗ୍ୟାସ ସିଲିଣ୍ଡର ଓ ଚୁଲ୍ହା ପାଇବା ପାଇଁ ଆବେଦନ କରିଥିଲେ , ହିତାଧିକାରୀ ମାନେ ଗ୍ୟାସର ଏକାଉଣ୍ଟ୍ ଖାତା ପାଇଛନ୍ତ