ବରଗଡ: ସଦର ପୋଲିସ ପକ୍ଷରୁ ଦେଓଗାଁ ଛକରେ ଚଢାଉ କରି 53 ଗୋଟି ଦେଶୀ ମଦ ପାଉଚ ଜବତ କରାଯାଇଥିବା ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Sep 7, 2025
ଦେଓଗାଁ ଛକରେ ଚଢ଼ାଉ କରି 53 ଗୋଟି ଦେଶୀ ମଦ ପାଉଚ ଜବତ କଲା ସଦର ପୋଲିସ | ଏନେଇ ରବିବାର ସନ୍ଧ୍ୟା 6 ଘଣ୍ଟା ସମୟରେ ସୂଚନା ଦେଲା ସଦର ପୋଲିସ |...