ଗୁଡ଼ଭେଳା ବ୍ଲକ ଅଧୀନ ଘୁନା ଗ୍ରାମରେ ଶିକେର ପାଟ ମହୋତ୍ସବର ତୃତୀୟ ବର୍ଷର ଉଦଯାପନୀ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ପୂର୍ବତନ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ସଦସ୍ୟ ରାମ ନିବାସ ଅଗ୍ରୱାଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷଣ ମେହେର ଓ ସ୍ଥାନୀୟ ସରପଞ୍ଚ ସମିତି ସହ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଅତିଥିମାନେ କଳାକାରମାନଙ୍କୁ ପୁରସ୍କୃତ କରିବା ସହ କଳା–ସଂସ୍କୃତି ଓ ଇତିହାସର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ବୋଲି ଅଧ୍ୟକ୍ଷା ଆଜି ରାତି ୮ଟା ସମୟରେ ସୂଚନା ଦେଉଛନ୍ତି