ଜଳେଶ୍ବର: ସିଂଲା ଥାନା ଅଞ୍ଚଳରୁ ବେଆଇନ ବାଲି ଡମ୍ଫର ଜବତ, ପୋଲିସ ର ତଦନ୍ତ ଜାରି
ସିଂଲା ପୋଲିସ ଦ୍ବାରା ବେଆଇନ ବାଲି ଡମ୍ଫର ଜବତ ସିଂଲା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ସିଂଲା ଥାନାର ନୂତନ ଭାବେ ଯୋଗଦାନ କରିଥିବା ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଉକ୍ତ ବାଲି ଡମ୍ଫର ଟିକୁ କାବୁ କରି ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ଆଜି ଜଣାଯାଇଛି