ମାଲକାନଗିରି: ମାଲକାନଗିରି ଜିଲ୍ଲା ସିମାନ୍ତ ଜାଗରକୋଣ୍ଡା ଅଞ୍ଚଳରୁ ୩ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ
Malkangiri, Malkangiri | Jun 1, 2025
ମାଲକାନଗିରି ଜିଲ୍ଲା ସିମାନ୍ତ ଜାଗରକୋଣ୍ଡା ଅଞ୍ଚଳରୁ ୩ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୁ ଦୁଇ...