ରାଜଗାଙ୍ଗପୁର: ଖତକୁରବାହାଲ ଠାରେ ଉର୍ସ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ଖତକୁରବାହାଲ ଠାରେ ଉର୍ସ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହେବାକୁ ଥିବା ବେଳେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ ଅନୁଷ୍ଠିତ ହୋଇଛି। ଏହି ଫ୍ଲାଗ ମାର୍ଚ ରେ ଜିଲ୍ଲା ପୋଲିସ ର ବରିଷ୍ଠ ପଦାଧିକାରୀ ମାନେ ସାମିଲ ହୋଇଥଲେ।