ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 17ତାରିଖ ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ମଙ୍ଗଳବାର 2ଘଣ୍ଟିକା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତ ଦୁଇ ଦିନ ହେଲା କିଛି ଜାଗାରେ ଵର୍ଷା ଲାଗି ରହିଥିବା ନେଇ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି 17ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ ପଯ୍ୟନ୍ତ ପାଣିପାଗ ସବିଭାଗ ପକ୍ଷରୁ ପଯ୍ୟନ୍ତ ଓ୍ୱଲ