ଧର୍ମଗଡ: କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚ, ବାସି ଖାଦ୍ୟ ଯୋଗୁଁ ‘ଆପନା’ ଢାବାକୁ ତାଗିଦ୍
Dharamgarh, Kalahandi | Sep 7, 2025
ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରବିବାର ସକାଳ ୧୧ ଟା ରେ କୋକସରା ବ୍ଳକର ଲଡୁଗାଁର ବିଭିନ୍ନ ହେଟେଲ ସମେତ ନିକଟବର୍ତ୍ତୀ ଅଞ୍ଚଳର ୨୭ ଟି ଦୋକାନ...