ବିନିକା ସ୍ପୋର୍ଟସ କ୍ଲବ ଠାରେ ଗୋକୁଳସ୍ତମି ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନ 3ଟା 30 ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଯାତ୍ରା କମିଟି ସଭାପତି ତଥା ଗୁରୁ ମନୋଜ ଦାସ ବିନିକା କଂଶାରିପଡ଼ା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଓ ପୁଣ୍ୟମାସୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଟିତ ଏହି ଯାତ୍ରା ଅର୍ଥାତ ମହୋତ୍ସବ ଏଥର ୨୪୨ବର୍ଷରେ ପଦାର୍ପଣ କରିଛି ।ଚଳିତ ମାସ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଟିତ ହେବ।ବିଭିନ୍ନ ଦିବସରେ କୃଷ୍ଣ ଜନ୍ମ,କୃଷ୍ଣ - ବଳରାମଙ୍କୁ ଗୋବର୍ଦ୍ଧନ ମଲ୍ଲଙ୍କ ଗୋଚାରଣ ବିଦ୍ୟା ପ୍ରଦାନ,ଷଣ୍ଢାସୁର,ଅର୍ଘାସୁର,ବକାସୁର