ଝାରସୁଗୁଡା ସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଯାଇ ଦୀପ ପ୍ରଜ୍ବଳନ କରି ପୂଜାର୍ଚନା କଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଅପରାହ୍ନ ୧୨ ଟା ୩୦ ରେ ଝାରସୁଗୁଡା ଝଡ଼େଶ୍ୱର ମନ୍ଦିର ଯାଇ ଦ୍ବୀପ ପ୍ରଜ୍ବଳନ କରି ପୂଜାର୍ଚନା କରିବା ସହ ଜନ ମାନସ ର କଲ୍ୟାଣ କାମନା କରିଛନ୍ତି l ଶ୍ରୀ ସୋମନାଥ ମନ୍ଦିର ର ସ୍ମରଣୀୟ ଓ ବନ୍ଦନୀୟ ହଜାରେ ବର୍ଷର ସ୍ୱାଭିମାନର ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଆମେ ଆଜି ଝାରସୁଗୁଡାରେ ଝଡ଼େଶ୍ୱର ମନ୍ଦିର ରେ ଦୀପ ପ୍ରଜ୍ବଳନ କରି ପ୍ରାର୍ଥନା କରି ଥିବା ପ୍ରକାଶ କରିଛନ୍ତି ଝାରସୁଗୁଡା ବିଧାୟକ