କେନ୍ଦ୍ରାପଡା: ପୋଖରୀକୂଳ ଗ୍ରାମରେ ପହଞ୍ଚି ସ୍ୱର୍ଗତ ଗୋଲେଖ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ଗଣେଶ୍ୱର ବେହେରା
Kendrapara, Kendrapara | Aug 21, 2025
ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ପଂଚାୟତ ଅନ୍ତର୍ଗତ ପୋଖରୀକୁଳ ଗ୍ରାମର ବିଜେଡି ଯୁବ ନେତା ମୁନା ଦାସଙ୍କ ବାପା ସ୍ବର୍ଗତ ଗୋଲେଖ ଦାସଙ୍କ ଏକାଦଶାହ...