ଓରିଏଣ୍ଟ: ମହାନଦୀ ରମ୍ପେଲା ବ୍ରିଜରୁ ଖସି ପଡିଥିବା ଯୁବତୀଙ୍କୁ ନଦୀରୁ ଉଦ୍ଧାର ଘଟଣା, ଘରୁ ପୁଣି କୁଆଡେ ଚାଲିଯାଇ ନିଖୋଜ, ମାଁଙ୍କୁ ଖୋଜୁଛି କୁନିପୁଅ
ମହାନଦୀ ରମ୍ପେଲା ବ୍ରିଜରୁ ଖସି ପଡିଥିବା ଯୁବତୀଙ୍କୁ ନଦୀରୁ ଉଦ୍ଧାର ଘଟଣା, ଘରୁ ପୁଣି କୁଆଡେ ଚାଲିଯାଇ ନିଖୋଜ। ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ଵନହରପାଳି ଥାନା ଅନ୍ତର୍ଗତ ମହାନଦୀ ରମ୍ପେଲା ବ୍ରିଜରୁ ପାଣି ଭିତରେ ବ୍ରଜରାଜନଗର ଇଟାଭଟାର ସାବିତ୍ରୀ ମେହେର ଖସି ପଡିଥିଲେ।ପହଁଚି ପହଁରି ଯାଇ ଜଳମଗ୍ନ ଥିବା ମନ୍ଦିରରେ ଅଟକିଥିବା ବେଳେ ପୋଲିସ ଓ ମତ୍ସ୍ୟଯିବି ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ପୋଲିସ ଇତାଭଟା ଝରଣପଡାରେ ଥିବା ତାଙ୍କ ଘରେ ଛାଡ଼ିଯାଇଥିଲେ। ପୋଲିସ ଛାଡିଯିବାର କିଛି ସମୟ ପରେ ସେ ପୁଣି ଘରୁ ଚାଲିଯାଇ ନିଖୋଜ ହୋଇଯାଇଥିବା ନେଇ ଆଜି ଦିନ ଚାରିଟା ସମୟରେ