ରାଜନେତା ପାଇଁ ବେଶ୍ ମୂଲ୍ୟବାନ ସାଧାରଣ କର୍ମୀ। ଏକଥାକୁ ଭଲ ଭାବରେ ବୁଝିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।ବୁଧବାର ସଂଧ୍ୟାରେ ଚିକିଟି ଗଡ଼ର ଧାଡ଼ଙ୍ଗାସାହି ଅଞ୍ଚଳର ଜଣେ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କ ଶାରୀରିକ ଅସୁସ୍ଥତାର ଖବର ପାଇ ତୁରନ୍ତ ତାଙ୍କ ବାସଭବନକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।