ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଲେ ଶତାଧିକ ଦିବ୍ୟାଙ୍ଗ। ସୋମବାର ଦିନ ପ୍ରାୟ ୧୨ ଟାରେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବା ବେଳେ ହଠାତ୍ ଶତାଧିକ ଦିବ୍ୟାଙ୍ଗ ମାନେ ଅଫିସ ପରିସରରେ ଧାରଣାରେ ବସିଥିଲେ।