ବାଲିକୁଦା: ବ୍ୟାଙ୍କ ମ୍ୟାନେଜର କୁ ଆକ୍ରମଣ ଘଟଣାରେ ଶୋଭା ଗ୍ରାମର ପ୍ରଦୀପ ବିଶ୍ୱାଳ ଙ୍କୁ ୩ ବର୍ଷ ଜେଲ ଦଣ୍ଡା ଦେଶ ଶୁଣାଇଲେ ମାନ୍ୟବର ଅଦାଲତ
ଗତବର୍ଷ 29/11/2023ମସିହାରେ ବାଲିକୁଦା ଷ୍ଟେଟ ବ୍ୟାଙ୍କ ଭିତରେ ପଶି ମ୍ୟାନେଜର କୁ ଆକ୍ରମଣ ହୋଇଥିଲା l ଅଭିଯୁକ୍ତ ଶୋଭା ଗ୍ରାମର ପ୍ରଦୀପ ବିଶ୍ୱାଳ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟାଙ୍କ କର୍ମଚାରି କାବୁ କରି ପୋଲିସ ର ଜିମା ଦେଇଥିଲେ l ଆଉ ଆଜି ମାନ୍ୟବର ଅଦାଲତ ଅଭିଯୁକ୍ତ ପ୍ରଦୀପ କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି l