ଯୁଯୋମୁରାର ଅମ୍ଲିପାଣି ବୁଢାଦେଓ ମନ୍ଦିର ପରିସରରେ ଗଣ୍ଡ ସମାଜ ମଣ୍ଡଳ ବୈଠକ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ଅମ୍ଲିପାଣି ବୁଢାଦେଓ ମନ୍ଦିର ପରିସରରେ ବୁଧବାର ସକାଳେ ଗଣ୍ଡ ସମାଜ ଏକ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଯୁଯୋମୁରା ବ୍ଲକ, ରେଢ଼ାଖୋଲ ବ୍ଲକ ତଥା ନାକଟିଦେଉଳ ବ୍ଲକ ର ଗଣ୍ଡ ସମାଜ କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମନୋରଞ୍ଜାନ ନାଏକ ଅଧକ୍ଷତା କରିଥିଲେ l ଏହି ବୈଠକରେ ଆଜି ସର୍ବ ସମ୍ମତିକ୍ରମେ ଯୁଯୋମୁରା ବ୍ଲକ ରୁ ଶ୍ରୀ ପ୍ରଶାନ୍ତ କୁମାର ସିଂହ, ରେଢ଼ାଖୋଲ ବ୍ଲକ ରୁ ଶ୍ରୀ ପୁରନ୍ଦର ପଟ୍ଟା ଏବଂ ନାକଟିଦେଉଳ ବ୍ଲକ