ଜି ଉଦୟଗିରି: ଟିକାବାଲି ଥାନା ଅର୍ନ୍ତଗତ ଗୁତ୍ରୀଗାଁ ଗ୍ରାମ ନିକଟସୁ ୧୫୭ ଜାତୀୟ ରାଜପଥ ଠାରେ ବାଇକ୍ କୁ ଧକ୍କାଦେଲା କାର୍ ,ଦୁଇ ଗୁରୁତର, ଜଣେ ଆହତ
ଟିକାବାଲି ଥାନା ଅର୍ନ୍ତଗତ ଗୁତ୍ରୀଗାଁ ଗ୍ରାମ ନିକଟସୁ ୧୫୭ ଜାତୀୟ ରାଜପଥ ଠାରେ ବାଇକ୍ କୁ ଧକ୍କାଦେଲା କାର୍ । ବାଇକ୍ ଚାଳକ ଖଜୁରୀପଡ଼ା ବ୍ଲକ୍ ଟିଟିରାପଙ୍ଗା ପଞ୍ଚାୟତ ନେଡ଼ିଗୁଡ଼ ଗ୍ରାମର ରାଜେନ୍ଦ୍ର ମହାନନ୍ଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଆହାତ କାର୍ ଚାଳକଙ୍କ ସ୍ତ୍ରୀ ଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପାଠା ଯାଇଥିବା ଜଣାପଡିଛି। ସୂଚନା ମୁତାବକ କାର୍ ଟି ଅନୁଗୋଳ ଜିଲ୍ଲା ତାଳଚେର ଡେରା ଅଞ୍ଚଳର ସନ୍ତୋଷ କୁମାର ଦେହୁରୀ