ଆଜି ଦିନ 4 ସମୟରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଗୋପୀନାଥପୁରର ପଥୁରିଆ ନାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ୧୦ଫୁଟ ତଳକୁ ଖସିଲା ଅଟୋ l ଅଟୋ ତଳେ ଚାପି ହୋଇ ଅଟୋ ଡ୍ରାଇଭର ମୃତ l ଅଟୋ ଡ୍ରାଇଭର ଜଣଙ୍କ ହେଲେ ଗୋପୀବଲ୍ଳଭପୁର ଗାଁର ସୁବାଷ ଗଡ଼ନାୟକ l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଛି | ଛେଣ୍ଡିପଦା ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି l