ବାଲିଗୁଡାପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଦୁଇଦିନ ଧରି ଚାଲୁ ରହିଥିବା ବେଳେ ଶନିବାର ଅପରାହ୍ନ 4ଘଣ୍ଟିକା ରେ ଉଦଯାପିତ ହଇଯାଇଛି, ଏହି କାଯ୍ୟକ୍ରମ ରେ ବିଦ୍ୟାଳୟ ର ସମ୍ପାଦକ ସେଖ୍ ସାଦିକ ମୁଖ୍ୟ ଅତିଥି ଭାବରେ ଯଗ ଦେଇଥିବା ବେଳେ ସ୍ଥାନୀୟ IIC ସମ୍ବିତ କୁମାର ସ୍ୱାଇଁ ମଧ୍ୟ ଯଗ ଦେଇଛନ୍ତି ଆଜିର ଶେଷ ଦିନରେ କୣତିତ୍ୱ କୁନି କୁନି ବିଦ୍ୟାର୍ଥି ପୁରସ ବଣ୍ଟନ ପରେ ପରେ ଶିଶୁ ମାନଙ୍କ ଦ୍ୱାରା ସାସ୍କୂତିକ କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ଥେଖିବାକୁ ମିଳିଛି