ଜଳେଶ୍ବର: ଅମର୍ଦାରୋଡ ଷ୍ଟେସନ ଠାରୁ ବେଲା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ର ସମସ୍ୟା ଶୁଣିଲେ ବାଲେଶ୍ୱର ସାଂସଦ
ଆଜି ପବିତ୍ର ଦୀପାବଳି ଅବସରରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବସ୍ତା ବ୍ଲକ ଅଧିନସ୍ଥ ନଟାକ ଟା ଗ୍ରାମପଞ୍ଚାୟତରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗସ୍ତ କାର୍ଯ୍ୟକ୍ରମ ରେ ବେଲା ଗ୍ରାମ ଠାରୁ ଅମର୍ଦାରୋଡ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ର ସ୍ଥାୟୀ ସମସ୍ୟା ବାବଦ ରେ ନଟାକଟା, କୁଳିଦା ଏବଂ ପୁରୁଷୋତ୍ତମପୁର ଗ୍ରାପ: ର ଅଧିବାସୀ ଓ ନେତୃତ୍ୱ ମାନେ ସାଂସଦ ଙ୍କୁ ଅବଗତ କରାଇଥିଲେ ଜନସାଧାରଣ ଙ୍କୁ ଠାରୁ ରାସ୍ତା ର ସମସ୍ୟା କଥା ଶୁଣି ସାରିଲା ପରେ ଲିଖିତ ଅଭିଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ରେଳ ବିଭାଗ ସହିତ ଯୋଗାଯୋଗ କରି ସ୍ଥାୟୀ ସମାଧାନ କରିବେ ବୋଲ