ଧର୍ମଶାଳା: ନୀଳାଚଳ କମ୍ପାନୀରେ ସରକାରଙ୍କ ସ୍ଵତନ୍ତ୍ର ଟିମକୁ ଦାବିପତ୍ର ପ୍ରଦାନ କଲେ ସର୍ବହରା ସୁରକ୍ଷା ସମିତି ସଦସ୍ୟ
Dharmasala, Jajpur | Aug 25, 2025
ସରକାରଙ୍କର ଏକ ସ୍ଵତନ୍ତ୍ର ଟିମ୍ ସୋମବାର ଦିନ ନୀଳାଚଳ କାର୍ଯ୍ୟ ଓ ପରିବେଶ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ । ଏହି ପରିପ୍ରେକ୍ଷୀରେ...