ଶୁକ୍ରବାର ଦିନ ୧୧ ଟା ରୁ ଦିନ ପ୍ରାୟ ୧ ଟା ଯାଏଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ହାତୀଆ ଓ ସୁଦର୍ଶନପୁର ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଡିଓ। ତେବେ ବିଡିଓ ଙ୍କ ସହିତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିଥିଲେ।