ଫୁଲବାଣୀ ଠାରେ ବିଶ୍ୱ ମାଣ୍ଡିଆ ଦିବସ ପାଳନ ହଇଯାଇଛି, ଏହି କାଯ୍ୟକ୍ରମ ଟି ଗୁରବାର ଦିନ 12ଘଣ୍ଟିକା ସମୟରେ ଗାନ୍ଧୀ ସ୍ମୁତି ଭବନରେ ଠାରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ରେ ମିଲଟ ମିସନ ଅଧିକାରୀ ଉପସ୍ଥିତ ରହି ମିଲଟ ମିସନ ଉପକାରୀତା ସରକାରୀ ସାହାଯ୍ୟ ଉପରେ ଆଲଚନା କରାଯାଇଛି ଏହି କାଯ୍ୟକ୍ରମ ରେ ବେଷ୍ଠ ଫେସଲିଟର ଭାବରେ ଫିରିଙ୍ଗିଆ ର ଅଗ୍ରାମି ଏଞ୍ଜିଓ ଆଓ୍ୱଢ ପାଇଥିବା ନେଇ ସୁଚନା ମିଳିଛି