ବାଙ୍ଗିରିପୋଷି: ଇଭିଏମ ମେସିନର କାର୍ଯ୍ୟକାରିତାକୁ ନେଇ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ସ୍ଥାନରେ ଇଭିଏମ ମେସିନର କାର୍ଯ୍ୟକାରିତାକୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏଥିରେ ବିଡିଓ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକଙ୍କୁ ଇଭିଏମ ସମ୍ପର୍କରେ ଅନେକ ଜ୍ଞାନ ପ୍ରଦାନ କରାଯାଇଥିଲା ।