ଗୋପାଳପୁର: ଲାଞ୍ଜିପଲ୍ଲୀ ସାନ ଗୋଦରା ବନ୍ଧ ଠାରେ ଦିନ ଦିପହରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିଲେ ଦୁବୃର୍ତ୍ତ, ସିସିଟିଭି ଭିଡିଓ ଭାଇରାଲ
ବ୍ରହ୍ମପୁର ସହରରେ ଦିନ ଦିପହରେ ମାତିଛନ୍ତି ଚେନ୍ ଲୁଟେରା। କୌଶଳ କ୍ରମେ ମହିଳା ମାନଙ୍କ ବେକରୁ ଝାମ୍ପି ନେଉଛନ୍ତି ସୁନା ଚେନ୍। ଏଭଳି ଏକ ଘଟଣାର ସିସିଟିଭି ଭିଡିଓ ଶନିବାର ଅପରାହ୍ନରେ ଭାଇରାଲ ହେଉଛି। ଶୁକ୍ରବାର ଲାଞ୍ଜିପଲ୍ଲୀ ସାନ ଗୋଦରା ବନ୍ଧ ଠାରେ ଦିନ ଦିପହରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଜଣାପଡିଛି।