ମହାନଗର ନିଗମ କମିଶନରଙ୍କ ନେତୃତ୍ୱରେ ଇଞ୍ଜିନିୟରିଂ, ସାନିଟେସନ ଏବଂ ଇନଫୋର୍ସମେଣ୍ଟ ଟିମ୍ ସହ ଗୋବିନ୍ଦଟୋଳା ଭେଣ୍ଡିଂ ଜୋନରେ ଏକ ନିରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଅଂଚଳରେ ସଫା-ସୁତୁରା, ସୁବିଧା, ଯାତାୟାତ ସୁଚାରୁ ରହିବା ପାଇଁ ଦୋକାନ ବ୍ୟବସ୍ଥାପନାର ସମୀକ୍ଷା କରାଯାଇଥିବା ନେଇ ଆଜି ରାତି 8ଟା ରେ ସୂଚନା ମିଳିଛି l