ସୋନପୁର: ତରଭା ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ, କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା
Sonapur, Subarnapur (Sonepur) | Aug 18, 2025
ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସକୁ ଏକ ବଡ଼ ସଫଳତା ମିଳିଛି।କୋଣସି ସୂତ୍ରରୁ ପୋଲିସ ଖବର ପାଇ ୭ କୁଇଣ୍ଟାଲ ୭୨ କେଜି ୮୦୦ ଗ୍ରାମର...