ପୁଇଁତଲାରେ ‘ବିରାଟ ଧନୁଯାତ୍ରା ମହୋତ୍ସବ’ – ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଇଁତଲା ଠାରେ ଆୟୋଜିତ ‘ବିରାଟ ଧନୁଯାତ୍ରା ମହୋତ୍ସବ’ରେ ଆଜି ରାତି 8 ଟା ରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସ୍ଥାନୀୟ ସଂସ୍କୃତି, ପାରମ୍ପରିକ ଆଚାର–ବିଚାର ଓ ଲୋକନୃତ୍ୟର ମଧ୍ୟରେ ଏହି ଉତ୍ସବକୁ ନିକଟରୁ ଦେଖିବା ବାସ୍ତବରେ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଥିଲେ ମନ୍ତ୍ରୀ ରାଜା–ସଭା, ମାଥୁରା–ବଣାମ ଗୋପାପୁର ଅଭିନୟ, ଲୋକସଂଗୀତ, ଯାତ୍ରା ଓ ପାରମ୍ପରିକ ପ୍ରଦର୍ଶନୀ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଏପରି ଏକ ଐତିହ୍ୟବାହୀ ଉତ୍ସବରେ ସାମିଲ ହେବା ମୋ ପାଇଁ ଅନନ୍ୟ ସଉଭାଗ୍ୟ ଓ ଆନନ୍ଦର ଅନୁଭୁତ