ଜାଲଏ ପଂଚାୟତର ସହରାପାଲି ସରଖଣ୍ଡି ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହେଉଛି l ସୂଚନା ଅନୁସାରେ ସହରାପାଳିର ବୁଲୁ ପଧାନ ନାମକ ଜଣେ ବ୍ୟକ୍ତି ସହରାପାଲି ସରଖଣ୍ଡି ରାସ୍ତା କଡରେ ବାଇକ ରଖିଦେଇ ବିଲରେ ଧାନ କାଟୁଥିଲେ l ଧାନ କାଟି ସାରି ଫେରି ଦେଖିଲା ପରେ ବାଇକଟି ନଥିବାରୁ ଚୋରି ହୋଇଥିବା ଜାଣିପାରିଥିଲେ l ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲା ପରେ କୌଣସି ସନ୍ଧାନ ନପାଇବାରୁ ଆଜି ସଂଧ୍ୟା ପ୍ରାୟ 5ଟା 30ମିନିଟ ସମୟରେ ବୁଲୁ ବିରାମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ