ଜରାଙ୍ଗ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ଗୁରୁତର ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କୟାକୁଦ ପଞ୍ଚାୟତର ଜରାଙ୍ଗ ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ସାବାନ ସୁରିନ । ୧୬ ଟିକିଆ ହାତୀ ପଳ ଗ୍ରାମର ଅମଳକ୍ଷମ ଧାନ ଖାଇବା ପାଇଁ ଆସିଥିବାରୁ ସାବାନ ସୁରିନ ଗ୍ରାମର ଅନ୍ୟ ଚାଷୀ ମାନଙ୍କୁ ସହ ହାତୀ ପଲ ଙ୍କୁ ଘୋଡାଇବା ପାଇଁ ଯାଇଥିଲେ । ହେଲେ ହାତୀ ପଳଙ୍କୁ ଜଙ୍ଗଲ ଭିତୟକ ଘଉଡାଇ ଦେଇଥିଲେ । ଫେରିବା ସମୟରେ ରାସ୍ତାରେ ଏକ ଦନ୍ତାହାତୀ ହାବୁଡରେ ପଡ଼ିଯାଇଥିଲେ ।ଫଳରେ ହାତୀଟି ସାବାନ ସୁରିନ ଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀ ତାଙ୍