କଣ୍ଟାମାଳ: ଘଣ୍ଟାପଡା ଥାନା ଅଂଚର ଯୁବତି ଘରେ ଥିବା ବେଳେ ଦୁଷ୍କର୍ମ କଳା ଯୁବକ
ଯୁବତୀ କୁ ଦୁଷ୍କର୍ମ କଳା ଯୁବକ I ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଞ୍ଚଳର ଘଟଣା I ଯୁବତୀ ଘରେ କେହି ନ ଥିବା ସୁଯୋଗ ନେଇ ଯୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ I ଥାନା ରେ ମାମଲା ପରେ ଅଭିଯୁକ୍ତ କୁ ଗିରଫ କଳା ଘଣ୍ଟା ପଡା ପୋଲିସ I ଅଭିଯୁକ୍ତ ଆମ୍ବଗାଁର ସଞ୍ଜୟ ରଣା I ପୋଲିସ ର ସୂଚନା I 168 ମାମଲା ରୁଜୁ ଜୁବକ ଗିରଫ I